sir
Advertisment
ସାମ୍ନାକୁ ଆସିଲା ଶିକ୍ଷକଙ୍କ ଅସଦାଚରଣ। ବଢ଼ିଲା ଉତ୍ତେଜନା, ଉଠେଇ ନେଲା ପୋଲିସ୍। କୁନି କୁନି ପିଲାଙ୍କୁ ପାଠ ପଢ଼ାଇବା ବାହାନାରେ ହାତ ମାରୁଥିଲା ଦେହରେ। ବାଲେଶ୍ଵର ସହର ବଡ ଖୁଆ ମଧୁସୂଦନ ହାଇସ୍କୁଲ ଶିକ୍ଷକଙ୍କ ନାଁରେ ଆସିଛି ଏମିତି ଅଭିଯୋଗ !