Advertisment

ଚୋରି ବିଦ୍ୟାରେ ଧୂରନ୍ଧର ଆନ୍ଧ୍ରର ସ୍ପାଇଡର୍‌ ସତୀଶ

୭୦ ମାମଲାରୁ ୩୦ଟି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି। ଟଙ୍କା ହେଉ ଅବା ଗହଣାଗାଣ୍ଠି। ଯାହା ପାଇବ ଲୁଟିନେବ। ସେହି ଧନ ସମ୍ପତ୍ତିରେ ସଉକ କରୁଥିଲା। ଘରେ ରଖିଥିଲା ବିଦେଶୀ କୁକୁର। କୁକୁର ଖେଳୁଥିବା ବଲ୍‌ର ମୂଲ୍ୟ ଲକ୍ଷେ ଟଙ୍କା।

Advertisment

ଚୋରି ବିଦ୍ୟାରେ ଧୂରନ୍ଧର ଆନ୍ଧ୍ରର ସ୍ପାଇଡର୍‌ ସତୀଶ ଦକ୍ଷିଣ ଭାରତରେ ପୋଲିସକୁ କରିଛି ନାକେଦମ। ୭୦ ମାମଲାରୁ ୩୦ଟି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି। ଟଙ୍କା ହେଉ ଅବା ଗହଣାଗାଣ୍ଠି। ଯାହା ପାଇବ ଲୁଟିନେବ। ସେହି ଧନ ସମ୍ପତ୍ତିରେ ସଉକ କରୁଥିଲା। ଘରେ ରଖିଥିଲା ବିଦେଶୀ କୁକୁର। କୁକୁର ଖେଳୁଥିବା ବଲ୍‌ର ମୂଲ୍ୟ ଲକ୍ଷେ ଟଙ୍କା। କୁକୁର କଥା ଛାଡ଼ନ୍ତୁ, ତା’ର ରୋମାନ୍ସ ଲାଇଫ୍‌ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ। ଘରେ ୨ଟି ସ୍ତ୍ରୀ ଓ ବାହାରେ ଜଣେ ପ୍ରେମିକା ରଖିଛି।

Advertisment
Bhubaneswar Congress Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ