Half-Burnt Body of Odisha ASI Found on NH-26 in Kalahandi; Probe Underway
Advertisment
ରାସ୍ତାରୁ_ASIଙ୍କ_ଅର୍ଦ୍ଧଦଗ୍ଧ_ମୃତଦେହ_ଉଦ୍ଧାର
ରାସ୍ତାରୁ ପୋଲିସ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ତନାଘନା। କଳାହାଣ୍ଡି ଜିଲ୍ଲା ଜୁନାଗଡା ଥାନା ବନମାଳିପୁର ନିକଟ ରାସ୍ତାରୁ ASI ପବିତ୍ର ଗୋଲାପିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ପଡ଼ିଥିଲା ଚଳନ୍ତା ବାଇକ୍ ସହ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏହା ହତ୍ୟା ନା ଦୁର୍ଘଟଣା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us