Advertisment

ଲଣ୍ଡା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍

ଲୁଟ୍‌ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।

Advertisment

ଟ୍ରେନ୍ ଯାତ୍ରୀ, ବିଶେଷ କରି ଛୁଟିରେ ଫେରୁଥିବା ଯବାନଙ୍କୁ ନିଶା ଦେଇ ରାଜଧାନୀରେ ଲୁଟତରାଜ ଚଳାଇଥିବା ଲଣ୍ଡା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏହି ଗ୍ୟାଙ୍ଗରେ ସାମିଲ ଥିବା ଲେଡି ଲୁଟେରା ମୁସ୍କାନ୍, ନିଜ ରୂପରେ ଯାତ୍ରୀଙ୍କୁ ପ୍ରଥମେ ଫସାଉଥିଲା । ପରେ ଚା’ କିମ୍ବା ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ୍ କରିବା ପରେ ଲୁଟ୍‌ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।

Advertisment
Loot Lady Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ