Crime
Advertisment
ପୁଅ ଡ୍ରଗ୍ସ ମାମଲାରେ ଫସିଛି। ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ନହେଲେ କୋର୍ଟ ଫରୱାଡ କରିଦେବୁ। ନକଲି ସିବିଆଇ ଅଧିକାରୀ ହୋଇ ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ । ଏଭଳି ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ। ଗତ ୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us