Advertisment

ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ଗୁମର; ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା

କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା ।

Advertisment

କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା । ଅନ୍ଧବିଶ୍ୱାସର ଜାଲରେ ଛନ୍ଦି କେମିତି ଲକ୍ଷ ଲକ୍ଷର ଚୂନା ଲଗାଇଛି ବହୁ ଲୋକଙ୍କୁ, ତାହାର କଳା ତାଲିକା ଲାଗିଛି ପୋଲିସ ହାତରେ । ପ୍ରତିକାର ନାଁରେ ପାଖଣ୍ଡି ସାଜିଥିବା ଏହି ମୌଲାନାକୁ ଆଜିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୋଲିସ୍ ଖୋଳତାଡ଼ କରୁଥିବାବେଳେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ଲିଙ୍କ୍।

Advertisment
Gangster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ