Advertisment

ଫରେଷ୍ଟରଙ୍କ ମୃତ୍ୟୁ ପଛରେ ପରକୀୟା ପ୍ରୀତି !

ଫରେଷ୍ଟର ଶିଶିର ସାହୁଙ୍କ ହତ୍ୟା ପଛରେ ରହିଛି ପରକିୟା ପ୍ରୀତି । ସ୍ୱାମୀଙ୍କ ଅନୈତିକ ପ୍ରେମରେ ପତ୍ନୀ ଅତିଷ୍ଠ ଥିବାବେଳେ ସବୁବେଳେ ଲାଗି ରହୁଥିଲା ପାରିବାରିକ କଳହ। ଆଜି ସକାଳୁ ଫରେଷ୍ଟରଙ୍କ ଅଧା ପୋଡ଼ା ମୃତଦେହ ମିଳିଥିଲା ।

ଅଦ୍ୟତନ ହୋଇଛି
Advertisment

ଫରେଷ୍ଟର ଶିଶିର ସାହୁଙ୍କ ହତ୍ୟା ପଛରେ ରହିଛି ପରକିୟା ପ୍ରୀତି । ସ୍ବାମୀଙ୍କ ଅନୈତିକ ପ୍ରେମରେ ପତ୍ନୀ ଅତିଷ୍ଠ ଥିବାବେଳେ ସବୁବେଳେ ଲାଗି ରହୁଥିଲା ପାରିବାରିକ କଳହ। ଆଜି ସକାଳୁ ଫରେଷ୍ଟରଙ୍କ ଅଧା ପୋଡ଼ା ମୃତଦେହ ମିଳିବା ପରେ ଆରମ୍ଭ ହୋଇଛି ତନାଘନା । ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଥିଲେ ଶିଶିର ।  

Advertisment
Murder Odisha Crime Forester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ