Advertisment

୫ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସ ଏକ ୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି। ଏହି ଗ୍ୟାଙ୍ଗଠାରୁ ଲୁଟ ହୋଇଥିବା ଗୋଟିଏ କ୍ରେଟା କାର, ୧ ଲକ୍ଷ ଟଙ୍କା ଓ ଦୁଇଟି ଦାମୀ ମୋବାଇଲକୁ ପୋଲିସ ଉଦ୍ଧାର କରିବା ସହ ସେମାନଙ୍କ ନିକଟରୁ ୨ ବନ୍ଧୁକ, ଗୋଟିଏ ଏସୟୁଭି କାର, ୫ ମୋବାଇଲ ସମେତ ମାରଣାସ୍ତ୍ର ଜବତ ହୋଇଛି !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ