lady Journalist death
Advertisment
ଲୁହ ଆଉ ଶୋକରେ ବୁଡ଼ିଛି ପରିବାର । ଶୂନ୍ୟ ହୋଇଯାଇଛି ଘରଦ୍ୱାର । ଯେଉଁ ହାତରେ ବାପା ପାଳି ପୋଷି ବଡ଼ କରିବା ସହ ହାତକୁ ଦି’ହାତ କରିଥିଲେ , ସେହି ହାତରେ ଏବେ ଝିଅର ଦାଂପତ୍ୟ ଜୀବନର ଶେଷ ସନ୍ତକ । ଝିଅର ଫଟୋ ଧରି ବାହୁନି ବାହୁନି କାନ୍ଦୁଛନ୍ତି ମା’ । ଭାଇ-ଭଉଣୀଙ୍କର ଆଖିରୁ ଲୁହ ଶୁଖୁନି । ଯେଉଁ ବାପା ଦିନେ ଝିଅ ମୋର ସାମ୍ବାଦିକ ବୋଲି ଗର୍ବ କରୁଥିଲେ, ଆଜି ପାଲଟି ଯାଇଛନ୍ତି ସ୍ତବ୍ଧ । କାରଣ ଝିଅ ଆଉ ନାହିଁ, ରାଜଧାନୀରେ ରେଳଧାରଣା କଡ଼ରୁ ଗତରାତିରେ ମିଳିଛି ମୃତଦେହ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us