Advertisment

ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

ଅଦ୍ୟତନ ହୋଇଛି
Advertisment

ବ୍ରାଣ୍ଡ ଅସଲି, ମଦ ନକଲି। ଚିକିଟି ଅପମିଶ୍ରିତ ମଦମୃତ୍ୟୁ ଘଟଣାକୁ ଦିନ କେଇଟା ଯାଇନି, ନକଲି ମଦକୁ ନେଇ ରାଜଧାନୀରେ ହଇଚଇ। ସବୁଠୁ ବଡ଼ କଥା ହେଉଛି, ବରମୁଣ୍ଡା ସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ୍ ହୋଇଛି ବିପୁଳ ପରିମାଣର ନକଲି ମଦ । ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ