Escort Service Fraud
Advertisment
ମାଳ ମାଳ ମୋବାଇଲ, ପୁଳା ପୁଳା ସିମ୍, ଗଦା ଗଦା ଏଟିଏମ୍ କାର୍ଡ । ଇଣ୍ଟରନେଟରେ ଲୋଭନୀୟ ବିଜ୍ଞାପନ ଦେଖାଇ ଅନଲାଇନ୍ ଲୁଟ୍ କରୁଥିବା ଫ୍ରଡ୍ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗକୁ ଧରିବା ପରେ ପୋଲିସ ଖୋଲିଛି ଏହି ଗ୍ୟାଙ୍ଗର ଅପରାଧ ପସରା । ରାଜଧାନୀ ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗରେ ଏକ ସାଇବର ଠକ ସଂସ୍ଥାର ମାଷ୍ଟର ମାଇଣ୍ଡ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରେ ସୁନ୍ଦରୀ ଝିଅ ଯୋଗାଇ ଦେବାକୁ କହି ତାଙ୍କଠାରୁ ୨୭ ହଜାର ଟଙ୍କା ନେଇଥିଲା ସଂସ୍ଥା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us