Lots of money found from bus passenger
Advertisment
ଗଦା ଗଦା ନୋଟ୍। ପାଞ୍ଚ ଶହଠୁ ଆରମ୍ଭ କରି ଶହେ ଟଙ୍କିଆ ନୋଟର ଗଦା। ମଣିଷ ଏହାକୁ ଗଣିପାରୁ ନଥିବାରୁ ମେସିନ୍ ଲଗାଇ ଗଣୁଛନ୍ତି ଅବକାରୀ କର୍ମଚାରୀ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହଁ, ନଗଦ ୩୩ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଏହି ବିପୁଳ ନୋଟ୍ ମିଳିଛି ବ୍ରହ୍ମପୁରରୁ କଟକ ଅଭିମୁଖେ ଏକ ଘରୋଇ ବସ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ। ତାଙ୍କ ଠାରୁ ଏହି ପୁଳା ପୁଳା ନୋଟ୍ ପୂରା ଫିଲ୍ମି ଷ୍ଟାଇଲ୍ରେ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us