Baba Cigarate
Advertisment
ରାଜଧାନୀ ଛାତି ଉପରେ ବେଧଡକ୍ ଚାଲୁଛି ଗଞ୍ଜେଇ ସିଗାରେଟ୍ ବେପାର। ମୁଖ୍ୟ ଗ୍ରାହକ ଛାତ୍ର ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡ ବାବା ସିଗାରେଟ୍ ନାଁରେ ଚାଲୁଛି ବ୍ୟବସାୟ। ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us