Advertisment

ଚାଲିଛି ଚଢ଼ାଉ, ରାଜା କହୁଛି ମୁଁ କିଛି ଜାଣିନି !

ଚଢ଼ାଉ ସମୟରେ ରାଜା ଚକ୍ରର ୩ଟି ଦାମୀ ଗାଡି ଜବତ ହୋଇଛି । ସେହିପରି ବ୍ୟାପକ ହେରଫେର ହୋଇଥିବା ନେଇ କିଛି ଡକ୍ୟୁମେଣ୍ଟ ଜବତ କରିଛନ୍ତି ତଦନ୍ତକାରୀ ଟିମ୍‌ ।

Advertisment

ପଦାକୁ ଆସୁଛି ରାଜାଙ୍କ ସତ । ଧୀରେ ଧୀରେ କଳାସାମ୍ରାଜ୍ୟ ଉପରୁ ହଟୁଛି ପରଦା ! ପୂର୍ବରୁ ଜେରା କରିସାଇଛି କ୍ରାଇମବ୍ରାଞ୍ଚ । EOW ବି ପଚରାଉଚରା କରିଛି । ଏବେ ଫାସରେ ପଡ଼ିବେ ରାଜାର ଶୁଭଚିନ୍ତକ । ବିଜେଡି ନେତା ରାଜା ଚକ୍ର ଗିରଫ ମାମଲାର ଏବେ ପୁଣି ନୂଆ ମୋଡ଼ ନେଇଛି । କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ବର୍ତ୍ତମାନ ଚଢାଉ ଚାଲିଛି । କ୍ରାଇମବ୍ରାଞ୍ଚ, STF ଓ EOW ମିଳିତ ଭାବେ ଚଢାଉ କରୁଛନ୍ତି ।

Advertisment
EOW Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ