ଅଦ୍ୟତନ ହୋଇଛି
Doctor Harasses
Advertisment
ସରକାରୀ ଡାକ୍ତରଖାନାରେ ଚାଲିଛି ଜଘନ୍ୟ କାଣ୍ଡ। ହସ୍ପିଟାଲରେ ରୋଗୀ ସେବା ଛାଡି ମହିଳା ଡାକ୍ତରାଣୀ ଓ ଫାର୍ମାସିଷ୍ଟଙ୍କ ପଛରେ ପଡିଛନ୍ତି ଡାକ୍ତର ବାବୁ। ହସ୍ପିଟାଲରେ ନୂଆ ଜଏନ କରିଥିଲେ ଲେଡି ଫାର୍ମାସିଷ୍ଟ। ଦିନେ ଦୁଇ ଦିନ ମିଶିଲେ, ତୃତୀୟ ଦିନରେ ଗୋଲାପ ଦେଲେ। କ୍ୟାମେରା ଲାଗି ନଥିବା ଜାଗାକୁ ଆସନ୍ତି ଯୁବତୀଙ୍କ ଗାଲକୁ ଟଚ୍ କରନ୍ତି। ବ୍ୟାଡ ଟଚ୍ ବି କରି ମନ ବୁଝାନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us