Advertisment

ମାରିଦେଲା ସରକାରୀ ଚାକିରିଆ ଜ୍ୱାଇଁ

ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ। ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି...

Advertisment

ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ।
ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି... 

Advertisment
Murder Over Dowry Dowry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ