Advertisment

୫ ବର୍ଷର ପ୍ରେମ ଏବେ ହେଲା କି କାଳ?

ଭକ୍ତିରାମଙ୍କୁ ଆସିଥିଲା ଏକ ଫୋନ୍ କଲ୍। ଯାହା ପରେ ସେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ।  ଠିକ୍ ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ତେଣୁ ସମୟ ବିତିବା ସହ ବଢ଼ିବାରେ ଲାଗିଛି ସସପେନ୍ସ।

Advertisment

୫ ବର୍ଷର ପ୍ରେମ ଏବେ ହେଲା କି କାଳ? ପୂର୍ବତନ ପ୍ରେମିକାଙ୍କ ପାଇଁ ଗଲା କି ଜୀବନ? ହତ୍ୟା ନା ଆତ୍ମହତ୍ୟା? ବଲାଙ୍ଗିରରେ ଯବାନଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ। ୧୭ ତାରିଖ ଦିନ ସିଆରପିଏଫ୍ ଯବାନଙ୍କ ମୃତଦେହ ଗାଁ ପାଖ ନଦୀକୂଳରୁ ମିଳିଥିଲା। ହେଲେ ପରିବାରଲୋକେ ଅଭିଯୋଗ କରିଛନ୍ତି କି, ଭକ୍ତିରାମଙ୍କୁ ଆସିଥିଲା ଏକ ଫୋନ୍ କଲ୍। ଯାହା ପରେ ସେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ।  ଠିକ୍ ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ତେଣୁ ସମୟ ବିତିବା ସହ ବଢ଼ିବାରେ ଲାଗିଛି ସସପେନ୍ସ।

Advertisment
Patnagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ