Mobile Inside Jail
Advertisment
ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍ ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us