By: Chandan Shishu
Last updated: 04 September 2022, 11:42 PM IST
ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?