Advertisment

ସେ ଡାକ୍ତର ! କିନ୍ତୁ ଟଙ୍କା ସହ ଡଲାର, ବିଦେଶୀ ମଦ, ଇମ୍ପୋଟେଡ୍ ସିଗାରେଟ୍ ପ୍ରତି ଥିଲା ଅହେତୁକ ଦୁର୍ବଳତା

ଲାଞ୍ଚ ଅଭିଯୋଗରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହେବା ପରେ ସାମ୍ନାକୁ ଆସିଛି ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କ କଳା କାହାଣୀ ।

Advertisment

ପ୍ରଫେସନ ଡାକ୍ତର । ହେଲେ ମନରେ ସେବା ଅପେକ୍ଷା ଲୁଟର ମାନସିକତା ଏତେ ଅଧିକ ଯେ, ସାଧାରଣ କାମ ପାଇଁ ଟଙ୍କା ନମିଳିଲେ କଲମ ଚାଲୁ ନଥିଲା । ଟଙ୍କା ସହ ଡଲାର, ବିଦେଶୀ ମଦ, ଇମ୍ପୋଟେଡ୍ ସିଗାରେଟ୍ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେବେ କେଉଁଭଳି ଏବଂ କାହାଠୁ ଲାଞ୍ଚ ନେଇ କୋଟି କୋଟିର ସମ୍ପତ୍ତି ଠୁଳ କରିଥିଲେ ପାରାଦୀପ PHOଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ? ଲାଞ୍ଚ ଅଭିଯୋଗରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହେବା ପରେ ସାମ୍ନାକୁ ଆସିଛି ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କ କଳା କାହାଣୀ ।

Advertisment
Fraud Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ