Advertisment

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ, ପୋଲିସ ହାତରେ ସର୍ମିଷ୍ଠାଙ୍କ ମୋବାଇଲ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ, ଅପହରଣ ଓ ହତ୍ୟା ମାମଲା ଘଟଣାରେ ଆସିଲା ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ । ଆମକୁ ନ୍ୟାୟ ଦିଅ କହି ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ।

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ, ଅପହରଣ ଓ ହତ୍ୟା ମାମଲା ଘଟଣାରେ ଆସିଲା ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ । ଆମକୁ ନ୍ୟାୟ ଦିଅ କହି ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ । ୱେବ୍‌ ପୋର୍ଟାଲ ମାଲିକ ଶର୍ମିଷ୍ଠା ତଦନ୍ତ ପରିସରକୁ ଆସିପାରି ନଥିବାରୁ ହସ୍ତକ୍ଷେପ ଲୋଡ଼ିଲେ ।

Advertisment
Camera Man Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ