Advertisment

ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ହଡପ

ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।

Advertisment

ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ହଡପ । ଜାଲ୍ ପ୍ରମାଣପତ୍ର ଦେଇ ଉଠିଛି କୋଟି କୋଟି ଟଙ୍କା । କଲେଜ ଓ ପିଲା ନଥାଇ ବି ଟଙ୍କା ଆତ୍ମସାତ୍ । ଅଡିଟ୍ ବେଳେ ଛାତ୍ରବୃତ୍ତି ପ୍ରଦାନରେ ମେଗା ସ୍କାମ୍ ଧରିଛନ୍ତି କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ଶିକ୍ଷାବୃତ୍ତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଗତ 2017-18ରୁ 2020-21 ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ