ଅଦ୍ୟତନ ହୋଇଛି
Special Story: Businessman Murdered Brutally with Axe in Bolangir, CCTV Shows Killer\'s Escape
Advertisment
ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ମାରିଲା ହତ୍ୟାକରୀ । ଆଉ ତା ପରେ ଘଟଣାସ୍ଥଳରୁ ଆରାମରେ ଚାଲିଚାଲି ଫେରାର ହୋଇଗଲା । ବଲାଙ୍ଗିର ବିଷ୍ଣୁମୁଣ୍ଡା ଗାଁର ମନୋଜ ନାଏକଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଅଭିଯୁକ୍ତ ଫେରାର ସମୟର ସିସିଟିଭି ଫୁଟେଜ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us