Advertisment

ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ

ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ। ଜୀବନ ଯିବା ଯାଏ ଆକ୍ରମଣ କଲେ। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ସମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ରାଜନୈତିକ ଶତ୍ରୁତାରୁ ହତ୍ୟା କାଣ୍ଡ ଘଟିଥିବା ଏବଂ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ଇଙ୍ଗିତରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।

ଅଦ୍ୟତନ ହୋଇଛି

Brutal Murder Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ