Advertisment

ଖାଉଥିବା ବେଳେ ଟାଙ୍ଗିରେ ହାଣି ଦେଲେ ପଡ଼ୋଶୀ

ବାହାରେ ରକ୍ତ, ଘରେ ରକ୍ତ। ଯୁଆଡେ ଦେଖିବ ସିଆଡେ କେବଳ ରକ୍ତ। ଭାତ କଂସାରେ ପଡିଛି ରକ୍ତ ଛିଟା। ଖାଉଥିବା ବେଳେ ଟାଙ୍ଗିରେ ହାଣି ଦେଲେ ପଡ଼ୋଶୀ। ସ୍ତ୍ରୀ ଓ ଝିଅ ଆଗରେ ଅତି ନୃଶଂସ ଭାବେ ଚୈତନ୍ୟ ଶବରଙ୍କ ନେଇଗଲେ ଜୀବନ। କେହି କିଛି ବୁଝାବା ଆଗରୁ ଉଜୁଡିଗଲା ହସ ଖୁସିର ସଂସାର।

Murder In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ