ଅଦ୍ୟତନ ହୋଇଛି
Attack in Bharatpur
Advertisment
ଭରତପୁର ଅଞ୍ଚଳରେ ବୁଲିଲା ଖଣ୍ଡା । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଲେ ଯୁବକ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର । ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପିସିଆର ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଛାନଭିନ କରୁଛି । ତେବେ ହାଣିଥିବା ବ୍ୟକ୍ତି ଆହତଙ୍କ ବଡ଼ ଭାଇ ବୋଲି ସୂଚନା ମିଳୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us