Advertisment

Taxi Driver Death Case: ମାଷ୍ଟର ମାଇଣ୍ଡ୍ ଜ୍ୟୋତ୍ସ୍ନା !

ରାଜଧାନୀର ଚନ୍ଦକା ଅଞ୍ଚଳରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ ଟ୍ବିଷ୍ଟ । ବିଦ୍ୟାଧର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି । ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ବିଦ୍ୟାଧରଙ୍କୁ ଗତ ୧୫ ତାରିଖରେ ୩ ଜଣ ଯୁବକ ଅପହରଣ କରି ଯାଜପୁର ନେଇ ଠକେଇ କରିଥିବା ଟଙ୍କା ମାଗିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ