Advertisment

ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍

ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।

ଅଦ୍ୟତନ ହୋଇଛି
Advertisment

ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍ । ସୁଯୋଗ ପାଇବା ମାତ୍ରେ ବିବାହ କରିବାକୁ କନ୍ୟା ଖୋଜୁଥିବା ବରପାତ୍ର ଓ ସେମାନଙ୍କ ପରିବାରକୁ ସର୍ବସ୍ବାନ୍ତ କରି ଫେରାର ମାରୁଛନ୍ତି । ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ