Advertisment

ଗାଁ ଦାଣ୍ଡରେ ବୋହୂକୁ ଟଣାଓଟରା, ମାରଧର୍ !

ସୂଚନା ଅଧିକାର ବଳରେ ତଥ୍ୟ ମାଗିବାରୁ, ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ ।

Advertisment

ସୂଚନା ଅଧିକାର ବଳରେ ତଥ୍ୟ ମାଗିବାରୁ, ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ। ହେଲେ କାହା ଇସାରାରେ, କାହା ଇଙ୍ଗିତରେ ? ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାସୋଇ ଗାଁର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି। ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ପୀଡ଼ିତା ସ୍ଥାନୀୟ ମହିଳା ସରପଞ୍ଚଙ୍କ ସ୍ବାମୀଙ୍କୁ ଏବଂ ବିଜେପି, ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରିଛି । 

Advertisment
BJD BJP Jajpur RTI Activist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ