Advertisment

ବସଷ୍ଟାଣ୍ଡରେ ଅମାନବିକତା, ଛାତ୍ରୀଙ୍କ ଚୁଟି ଧରି ଟାଣିଟାଣି ନେଲେ କଲେଜ ଛାତ୍ର

ଖୋଦ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଅମାନବିକତା। ଛାତ୍ରୀଙ୍କ ଚୁଟି ଧରି ଟାଣିଟାଣି ନେଲେ ଜଣେ କଲେଜ ଛାତ୍ର। ଆଉ ପ୍ରବଳ ମାଡ଼ ମଧ୍ୟ ମାରିଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ