Bishu Gochhayat Arrested for Angul Rape-Murder, Scene Recreated Amid Heavy Security
Advertisment
#ଅନୁଗୁଳ_ଲଜ୍ଜା, #ସିନ୍_ରିକ୍ରିଏସନ୍
ବହୁଚର୍ଚ୍ଚିତ ଅନୁଗୁଳ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତ ବିଶୁ ଗୋଛାୟତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। କିଭଳି ଯୁବତୀଙ୍କୁ ହତ୍ୟା କରିଥିଲା ପୋଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ବିଶୁ। ଲୋକଙ୍କ ଆକ୍ରୋଶକୁ ଦେଖି କଡ଼ା ସୁରକ୍ଷାରେ ସିନ୍ ରିକ୍ରିଏସନ୍ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us