Subhamitra
Advertisment
କମିଶନରେଟ୍ ପୋଲିସ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଛି ଦୀପକ ରାଉତ। ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତ ୬ ତାରିଖ ସନ୍ଧ୍ୟାରେ ହତ୍ୟା କରିବା ପରେ ନିଜ କାରରେ ନେଇ କେନ୍ଦୁଝର ଜଙ୍ଗଲରେ ପୋତି ଦେଇଥିଲା। ତାଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ କରଥିବା ଜେରା ବେଳେ ପୋଲିସ ଆଗରେ ମାନଥିବା ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us