Advertisment

Murder Case: ସ୍ୱାମୀକୁ ମାରି ଫିଙ୍ଗିଦେଲା ସ୍ତ୍ରୀ

ପୁତୁରା ସହ ଅନୈତିକ ସମ୍ପର୍କ ପାଇଁ ମଥା ସିନ୍ଦୂର ପୋଛିଲା ସ୍ତ୍ରୀ। ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗିଦେଲା ମୃତଦେହ।

Advertisment

ପୁତୁରା ସହ ପ୍ରେମ ପୀରତି । ସ୍ବାମୀକୁ ରାସ୍ତାରୁ ହଟାଇଲା ସ୍ତ୍ରୀ । ନିର୍ମମ ଭାବେ ହତ୍ୟା କରି ସୁଟକେସରେ ଫିଙ୍ଗିଦେଲା । ଏଭଳି ବିଭତ୍ସ ଓ ଭୟଙ୍କର ଘଟଣା ଘଟିଛି ଉତ୍ତର ପ୍ରଦେଶ ଦେଓରିଆରେ। ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ... ଅନ୍ୟ କେହି ନୁହେଁ, ସ୍ତ୍ରୀ ହିଁ ସ୍ୱାମୀକୁ ମାରି ଫିଙ୍ଗି ଦେଇଥିବା ଖୁଲାସା ହୋଇଛି। ହତ୍ୟା ପଛରେ ରହିଛି ପରକୀୟା ପ୍ରୀତି। ପୁତୁରା ସହ ଅନୈତିକ ସମ୍ପର୍କ ପାଇଁ ମଥା ସିନ୍ଦୂର ପୋଛି ଦେଇଛି ସ୍ତ୍ରୀ।

Advertisment
Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ