Advertisment

Bhubaneswar Kidnapping: ୩ ଦିନ ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁପୁତ୍ର

୩ ଦିନ ପରେ ମା’ କୋଳକୁ ଫେରିବ ଅପହୃତ ପୁଅ। ଖୁସିରେ ଆତ୍ମହରା ଦୃଷ୍ଟିବାଧିତ ମା’ । ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର କରିଛି ପୋଲିସ ।

ଅଦ୍ୟତନ ହୋଇଛି
Advertisment

ରାଜଧାନୀରୁ ଅପହୃତ ଶିଶୁପୁତ୍ର ଉଦ୍ଧାର । ୩ ଦିନ ପରେ ମା’ କୋଳକୁ ଫେରିବ ଅପହୃତ ପୁଅ। ଖୁସିରେ ଆତ୍ମହରା ଦୃଷ୍ଟିବାଧିତ ମା’ । ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ରାଜଧାନୀର ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଦେଢ ବର୍ଷର ଶିଶୁପୁତ୍ରକୁ ଚୋରି କରି ନେଇଥିଲେ । ଶିଶୁକୁ ଉଦ୍ଧାର କରିବା ସହ ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଛି ଏହି ସଫଳତା ।  

Advertisment
Bhubaneswar Kidnapping Case Abduction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ