Mafia
Advertisment
କମିଶନରେଟ୍ ପୋଲିସ ହାତରେ ଧରାପଡିଛି ୪ ଜଣିଆ ମାଫିଆ ଗ୍ୟାଙ୍ଗ। ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ଭୁବନେଶ୍ବରରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନିଷିଦ୍ଧ ହୋଇଥିବା 9 mm ଅଟୋମେଟିକ୍ କାର୍ବାଇନ୍ ସମେତ ୨ଟି ପିସ୍ତଲ, ୪ଟି ମାଗାଜିନ୍ ଏବଂ ୨୦ଟି ଗୁଳି ଜବତ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us