Advertisment

ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଲେ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ

୩୨ କେଜି ସୁନାର କଳା କାରବାର ପାଇଁ ଗଳାବାଟ ବାଛି ହରଡ଼ଘଣାରେ ମୁମ୍ବାଇର ସୁନା ବ୍ୟବସାୟୀ । ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଛନ୍ତି ଏକ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ ।

Advertisment

୩୨ କେଜି ସୁନାର କଳା କାରବାର ପାଇଁ ଗଳାବାଟ ବାଛି ହରଡ଼ଘଣାରେ ମୁମ୍ବାଇର ସୁନା ବ୍ୟବସାୟୀ । ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଛନ୍ତି ଏକ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ । ତାସହ ପଣ୍ଡ ହୋଇଛି, ଦୋ ନମ୍ବରୀ ଉପାୟରେ ସୁନା ବିକ୍ରି ଯୋଜନା ।

Advertisment
Loot Gold Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ