Advertisment

ଆଖୁବୁଦାରୁ ଧରାପଡ଼ିଲା ଅଭିଯୁକ୍ତ

ପୋଲିସ କବଜାରେ ପୁଣେ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଧରିବାକୁ ଲାଗିଥିଲେ ୧୦୦ ପୋଲିସ ଓ ସନ୍ଧାନୀ କୁକୁରଙ୍କ ସମେତ ଡ୍ରୋନ୍ କ୍ୟାମେରା।

Advertisment

ତିନି ଦିନର ଛକାପଞ୍ଝା ପରେ ପୋଲିସ କବଜାରେ ପୁନେ ଦୁଷ୍କର୍ମ ଅଭିଯୁକ୍ତ। ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସକୁ ତା ଗାଁରୁ ଗିରଫ କରିଛି ପୁନେ କ୍ରାଇମବ୍ରାଞ୍ଚ ପୋଲିସ। ମୁଖ୍ୟ ଅଭିଯୁକ୍ତ ଦତ୍ତାତ୍ରେୟକୁ ଧରିବା ପାଇଁ ୧୦୦ ଜଣ ପୋଲିସ, ଡ୍ରୋନ୍ କ୍ୟାମେରା ଏବଂ ସନ୍ଧାନୀ କୁକୁରଙ୍କୁ ଲଗାଇଥିଲା କ୍ରାଇବ୍ରାଞ୍ଚ। ଶେଷରେ ତିନି ଦିନ ପରେ ଆଖୁବୁଦାରୁ ଦତ୍ତାତ୍ରେୟକୁ କାବୁ କରିଛି ପୋଲିସ। ଦତ୍ତାତ୍ରେୟ ନାଁରେ ଥିଲା ଦୁଷ୍କର୍ମ ଅଭିଯୋଗ। ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବସରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୋଲିସ ସହ ଛକାପଞ୍ଝା ଖେଳ ଖେଳିଥିଲା ଦତ୍ତାତ୍ରେୟ।

Advertisment
Pune
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ