Advertisment

ସିମ୍‌ ଓଡ଼ିଶାର, ବ୍ୟବହାର କରୁଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା; ବନ୍ଧାହେଲେ ୩ ଓଡ଼ିଆ

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ ।

Advertisment

ଘର ନୟାଗଡ଼, ପେଶାରେ ITI ଶିକ୍ଷକ । ହେଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ସହ ମିଶି କରୁଥିଲେ ଦେଶ ବିରୋଧୀ କାର୍ଯ୍ୟକଳାପ । ପ୍ରିଆକ୍ଟିଭ୍ ସିମ୍ ବ୍ୟବହାର କରି ବିକ୍ରି କରୁଥିଲେ OTP । ହାତଉଥିଲେ ବିପୁଳ ପରିମାଣର ଅର୍ଥ । ଏମିତି ଅଭିଯୋଗରେ ଏସଟିଏଫ୍ ଓଡ଼ିଶାରୁ ସଂପୃକ୍ତ ITI ଶିକ୍ଷକଙ୍କ ସମେତ ମୋଟ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisment
OTP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ