Wife-murdered-husband-along-with-her--extramarital-affair
Advertisment
ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସିନ୍ଦୂର। ଯାହାର ହାତ ଧରି ବାହା ହୋଇଥିଲା ତାକୁ ମାରିଦେଲା। ପରକୀୟା ପ୍ରିତିରେ ଉବୁଟୁବୁ ପତ୍ନୀ ଘଟାଇଲା ନାରକୀୟ କାଣ୍ଡ। ଧରାପଡିବା ପରେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ କରିଲା ପ୍ଲାନ୍। ପ୍ରେମିକ ସହ ମିଶି ରଚିଲା ମର୍ଡର ପ୍ଲଟ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us