""
COVID-19 Videos ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍? ଦୁଇଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ୍। ଜୁଲାଇ ୧୬ରୁ କେଉଁ କେଉଁ ନୂଆ ନିୟମ ଲାଗୁ ହେବ, କେଉଁ କ୍ଷେତ୍ରରେ କଟକଣା ଅଧିକ କୋହଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏଁ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି। 13 Jul 2021 22:24 ISTSarbeswar Follow UsCorona VirusAdvertisment Read More Odisha News Coronavirus COVID-19