Omicron cases
Advertisment
ରାଜ୍ୟରେ ଓମିକ୍ରନ୍ର ଡବଲ୍ ସେଞ୍ଚୁରୀ । ଚିହ୍ନଟ ହେଲେ ଆଉ ୩୨ ନୂଆ ଓମିକ୍ରନ୍ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୦୨ । ଏପଟେ ଆଜିକୁ ମିଶାଇ ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି କୋଭିଡ୍ର ୧୦ ହଜାର ପାର୍ ନୂଆ ସଂକ୍ରମଣ ଟ୍ରେଣ୍ଡ ।