By: Manoranjan Sial
Last updated: 30 January 2025, 10:04 PM IST
ଆଉ ଦିନକ ପରେ ସାଧାରଣ ବଜେଟ୍। ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି ଉପରେ ବେତନଭୋଗୀ, ମଧ୍ୟବିତ୍ତ ଓ ଆୟକରଦାତାଙ୍କର ନଜର ରହିଛି। ୨୦୨୪ ବଜେଟରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସେଭଳି ବିଶେଷ କୌଣସି ଆଖିଦୃଶିଆ ପରିବର୍ତ୍ତନ ନହେବାରୁ କରଦାତା ନିରାଶ ହୋଇଥିଲେ।