Advertisment

ଏଥର ପୂରଣ ହେବ ଇଲେକ୍ଟ୍ରିକ ଗାଡ଼ି କିଣିବା ସ୍ୱପ୍ନ

କେନ୍ଦ୍ର ସରକାର କୋବାଲ୍ଟ, ଲିଥିୟମ୍-ଆୟନ୍ ବ୍ୟାଟେରୀ ସ୍କ୍ରାପ୍, ସୀସା, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ମୌଳିକ ସୀମା ଶୁଳ୍କ (Basic Customs Duty) ହଟାଇ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Advertisment

ସାଧାରଣ ବଜେଟ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଛି । ବିଶେଷକରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ । କାର୍‌ କିମ୍ବା ବାଇକ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଗାଡ଼ିର ଦାମ । ବିଶେଷକରି ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।

Advertisment
BJP Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ