ଅଦ୍ୟତନ ହୋଇଛି
Tata EV Nano
Advertisment
ଦମଦାର୍ ଲୁକ୍ । ସାନ୍ ଦାର୍ ଡିଜାଇନ୍ । ନୂଆ ରୂପରେ ଆପଣଙ୍କ ନାନୋ । କିଛି ନୂଆ ଡିଜାଇନ୍ ସହ ନାନୋକୁ ଇଭିର ରୂପ ଦେଇ ଖୁବଶୀଘ୍ର ବଜାରକୁ ଛାଡ଼ିବାକୁ ଯାଇଛି ଟାଟା କମ୍ପାନୀ । ଆଉ କୁହାଯାଉଛି, ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବ । ଅନେକ ରଙ୍ଗ ସହ କିଛି ଅଲଗା ଅଲଗା ଡିଜାଇନ୍ ପ୍ରସ୍ତୁତ କରି ଟାଟା ତା'ର ନୂଆ ଇଭି ନାନୋକୁ ବଜାରକୁ ଛାଡ଼ିବାକୁ ପ୍ରସ୍ତୁତ ହେଉଛି । ଖାଲି ସେତିକି ନୁହେଁ, କମ୍ ଦାମ୍ରେ ମଧ୍ୟବିତ୍ତମାନଙ୍କ ପାଇଁ ଟାଟା ଏହାକୁ ବଜାରରେ ଉପଲବ୍ଧ କରାଇବ ବୋଲି କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us