Advertisment

ମହଙ୍ଗା ହେବ ପାହାଳ ମିଠା: ୨୦ରୁ ୩୦ ଟଙ୍କା ବଢିଯିବ ଛେନାଗଜା ଓ ଛେନାପୋଡ଼ ରେଟ୍‌

ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ।

Advertisment

କ୍ଷୀର ଓ ଛେନା ପରେ ବଢ଼ିବ ପାହାଳ ରସୋଗଲା ଦର। ପାହାଳ ମିଠାର ଦର ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରିବାକୁ ଆଜିକୁ ୩ ଦିନ ଧରି ବ୍ୟବସାୟ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। ଆଉ ଏପଟେ ମିଠା ନପାଇ ନିରାଶ ହୋଇ ଫେରୁଛନ୍ତି ଗ୍ରାହକ। ତେବେ ନୂଆ ଦର ସହ ଆସନ୍ତାକାଲିଠୁ ପୁଣି ମିଠା ବ୍ୟବସାୟ ଆରମ୍ଭ ହେବ ବୋଲି ବ୍ୟବସାୟୀ ସଂଘ ଘୋଷଣା କରିଛି। ଏପଟେ ଦର ବଢ଼ିଲେ, ଗ୍ରାହକଙ୍କ ପକେଟକୁ ପୁଣି ବାଧିବ ବୋଲି ମତ ରଖିଛନ୍ତି ଖାଉଟି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ