Advertisment

Gold Price: କମିବା ବଦଳରେ ବଢିଲା ସୁନା

ଆଉ ସୁନାରେ ହାତ ମାରି ହେବନି। ହୁ ହୁ ହୋଇ ବଢିଚାଲିଛି ସୁନା ଦର। ଆଉ କେଇଟା ଦିନ ଭିତରେ ଏହା ଲକ୍ଷେ ଛୁଇଁଯିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସୁନା ପ୍ରେମୀ !

Advertisment

ସୁନା ପ୍ରେମୀଙ୍କୁ ଝଟକା। ଶସ୍ତା ହେବା ବଦଳରେ ପୁଣି ବଢିଲା ସୁନା ଦାମ୍‌। ଶୁକ୍ରବାର ହଠାତ ସୁନା ଦର ବଢି ଯିବା ପରେ ଗ୍ରାହକଙ୍କୁ ଲାଗିଛି ଝଟକା ପରେ ଝଟକା। ଏପ୍ରିଲ ୧୧ ତାରିଖ ଅର୍ଥାତ୍‌ ଶୁକ୍ରବାର ସକାଳୁ ସୁନା ଦର ଏତେ ବଢିଛି ଯେ, ଯାହାକୁ ନେଇ ଚିନ୍ତା ପଡିଛନ୍ତି ସୁନା କିଣିବାକୁ ମନ କରିଥିବା ଗ୍ରାହକ। ସୁନା ଦର ହୁ ହୁ ହୋଇ ବଢିବାକୁ ନେଇ ସୁନା ପ୍ରେମୀ ମୁଣ୍ଡରେ ହାତ ଦେଇଛନ୍ତି। ସତେ ଯେମିତି ମନେ ହେଉଛି, ଆଉ କେଇଟା ଦିନ ପରେ ସୁନା ଦାମ ଲକ୍ଷେ ଟପି ଯାଇପାରେ।

Advertisment
India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ