Advertisment

ଆଜିଠୁ ଲାଗୁହେଲା ନୂଆ ଆର୍ଥିକ ବର୍ଷ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ !

ଏପ୍ରିଲ୍‌ ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲାଗୁ ହେଲା ନୂଆ ନିୟମ । ଗ୍ରାହକଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଜାଣି ରଖନ୍ତୁ...

ଅଦ୍ୟତନ ହୋଇଛି
Advertisment

ଦର୍ଶକବନ୍ଧୁ ଆଜି ହେଉଛି ଏପ୍ରିଲ ପହିଲା । ଆଉ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ନୂଆ ଆର୍ଥିକ ବର୍ଷରେ ଏମିତି କିଛି ନୂଆ ପରିବର୍ତ୍ତନ ହୋଇଛି ଯାହାର ପ୍ରଭାବ ଆପଣଙ୍କ ଉପରେ ପଡିପାରେ । UPIରେ ହୋଇଛି ପରିବର୍ତ୍ତନ । ୟୁପିଆଇ ସହିତ ଲିଙ୍କ ହୋଇଥିବା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରକୁ ଏବେ ହଟାଯିବ । ଫଳରେ ଏହି ନମ୍ୱର ଦ୍ୱାରା ଅନଲାଇନ ପେମେଣ୍ଟ କରିହେବ ନାହିଁ । ନୂଆ ନିୟମ ଅନୁଯାୟୀ, ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । 

Advertisment
GST New Financial Year New Rules UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ