gadkari
Advertisment
ଅଗଷ୍ଟ_୧୫ରୁ_ନୂଆ_ଫାସଟ୍ୟାଗ୍_ନିୟମ
୩ ହଜାର ଟଙ୍କାରେ ବର୍ଷିକିଆ ଫାସଟ୍ୟାଗ୍। ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ ଫାସଟ୍ୟାଗର ବାର୍ଷିକ ପାସ। ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ୩ ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ଚଳାଚଳ କରିପାରିବେ ଯାନବାହନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us