Advertisment

ଜବରଦସ୍ତ ଲୁକ୍‌ରେ ଆସୁଛି ନାନୋ, ଆପଣ ବି କିଣିପାରିବେ...

ସମ୍ପୂର୍ଣ୍ଣ ନୂଆ ରୂପରେ ଆସୁଛି ଆପଣଙ୍କ ନାନୋ । ଦିନେ ମଧ୍ୟବିତ୍ତଙ୍କ ସୁରକ୍ଷା ଯାତ୍ରା ପାଇଁ ସ୍ୱପ୍ନ ଦେଖୁଥିବା ରତନ ଟାଟା ନାନୋ ରୂପରେ ସେ ସ୍ୱପ୍ନକୁ ସତ କରିଥିଲେ । ହେଲେ ରତନଙ୍କ ସେହି ସତ ସ୍ୱପ୍ନକୁ ଏବେ ଟାଟା ମଟର୍ସ ସୁନେଲି ସକାଳର ସହ ବାସ୍ତବରେ ପରିଣତ କରିବାକୁ ଯାଉଛି । କାରଣ ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ଟାଟାର ଇଭି ନାନୋ ।

ଅଦ୍ୟତନ ହୋଇଛି
Advertisment

ଜବରଦସ୍ତ ଲୁକ୍‌, ଜବରଦସ୍ତ ଡିଜାଇନ୍‌ । ସମ୍ପୂର୍ଣ୍ଣ ନୂଆ ରୂପରେ ଆସୁଛି ଆପଣଙ୍କ ନାନୋ । ଦିନେ ମଧ୍ୟବିତ୍ତଙ୍କ ସୁରକ୍ଷା ଯାତ୍ରା ପାଇଁ ସ୍ୱପ୍ନ ଦେଖୁଥିବା ରତନ ଟାଟା ନାନୋ ରୂପରେ ସେ ସ୍ୱପ୍ନକୁ ସତ କରିଥିଲେ । ହେଲେ ରତନଙ୍କ ସେହି ସତ ସ୍ୱପ୍ନକୁ ଏବେ ଟାଟା ମଟର୍ସ ସୁନେଲି ସକାଳର ସହ ବାସ୍ତବରେ ପରିଣତ କରିବାକୁ ଯାଉଛି । କାରଣ ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ଟାଟାର ଇଭି ନାନୋ । ଯାହାକି ସୁଲଭ ମୂଲ୍ୟରେ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି । 

Advertisment
Electric Car Ratan Tata Tata NANO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ