Advertisment

ମଧ୍ୟବିତ୍ତଙ୍କୁ ଜବରଦସ୍ତର ରିହାତି

ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ 50 ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ 2 ଲକ୍ଷ 40 ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ 6 ଲକ୍ଷ ଟଙ୍କାକୁ ବଢ଼ାଯାଇଛି।

Advertisment

ମୋଦି 3.Oର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବାର୍ଷିକ 12 ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ବ୍ୟକ୍ତିଙ୍କୁ ଆଉ ଦେବାକୁ ପଡ଼ିବନି ଇନକମ୍ ଟ୍ୟାକ୍ସ। ନ୍ୟୁ ଟ୍ୟାକ୍ସ ରେଜିମରେ ସ୍ଲାବରେ ବଡ଼ ପରିବର୍ତ୍ତନ ଆଣି ବ୍ୟକ୍ତିଗତ ଆୟକରଦାତାଙ୍କୁ ଆଶାଠୁ ଅଧିକ ଖୁସି କରିବାର ଉଦ୍ୟମ କରିଛନ୍ତି। 

Advertisment
BJP Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ